ଭୁବନେଶ୍ୱର : ଯାତ୍ରା ଅଭିନେତା ପୀୟୁଷ ତ୍ରିପାଠୀଙ୍କୁ ମଞ୍ଚ ମନା ପ୍ରସଙ୍ଗ । ଭୁବନେଶ୍ୱର କୋର୍ଟରେ ବ୍ୟକ୍ତି ହାଜର ହେଲେନି ପୀୟୂଷ । ଓକିଲଙ୍କ ଜରିଆରେ ପୀୟୁଷ କୋର୍ଟରେ ରଖିଲେ ପକ୍ଷ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ହାଜର ହୋଇ ପକ୍ଷ ରଖିବା ପାଇଁ ରହିଥିଲା ନିର୍ଦେଶ । ଯାତ୍ରା ସୂର୍ୟମନ୍ଦିର ମାଲିକ ଆଣିଥିଲେ ଚୁକ୍ତି ଖିଲାପର ସାଙ୍ଘାତିକ ଅଭିଯୋଗ। ସମିର ତ୍ରିପାଠୀ ଙ୍କ ପକ୍ଷରୁ ଦାଖଲ ହୋଇଥିଲା ଇନଜକ୍ସନ ପିଟିସନ।
Views: 28











