The Ultimate Managed Hosting Platform
ADVERTISEMENT

ଅଭିଭାବକ ଭୟ କରନ୍ତୁ ନାହିଁ, ପିଲାଙ୍କ ପାଇଁ ଓମିକ୍ରନ ବିପଦଜନକ ନୁହେଁ

Facebook
Twitter
LinkedIn

ଭୁବନେଶ୍ୱର: ଅଭିଭାବକ ଭୟ କରନ୍ତୁ ନାହିଁ ଛୋଟ ପିଲାଙ୍କ ପାଇଁ ଓମିକ୍ରନ ବିପଦଜନକ ନୁହେଁ । ଏଥିରେ କୌଣସି ପିଲା ଗୁରୁତର ହେବା ଘଟଣା ଏଯାବତ ସାମ୍ନାକୁ ଆସିନାହିଁ । ଆଉ ଯଦି ଆସିଛି ସେଥିରେ ପିଲାଙ୍କୁ ସାମାନ୍ୟ ଜ୍ୱର ହୋଇଛି ଓ ସେଥାରୁ ଖୁବ୍ ଶିଘ୍ର ସୁସ୍ଥ ମଧ୍ୟ ହୋଇଛନ୍ତି । ଏହା ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ସୁନୀଲ ଅଗ୍ରୱାଲ କହିଛନ୍ତି । ସେ କହିଛନ୍ତି ଯେ, ଓମିକ୍ରନ୍ ଗୋଟିଏ ପିଲା ଠାରେୁ ଅନ୍ୟ ପିଲାକୁ ସଂକ୍ରମଣ କରିବାର ଏଯାଏ କୌଣସି ନଜିର ନାହିଁ । ଏଥିରେ ଯେଉଁମାନେ ବି ସଂକ୍ରମିତ ହୋଇଛନ୍ତି । ସେଥି ମଧ୍ୟରୁ ୮୦-୯୫ ପ୍ରତିଶତ ପିଲାଙ୍କ ଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ । କାରଣ ଛୋଟ ପିଲାଙ୍କ ଠାରେ ରୋଗ ପ୍ରତି ରୋଧକ ଶକ୍ତି ଅଧିକ ଥାଏ ଓ ଇମ୍ୟୁନିଟି ମଧ୍ୟ ସେମାନଙ୍କ ଠାରେ ଯଥେଷ୍ଟ ଥାଏ । ତେଣୁ ପିଲାମାନଙ୍କ ପାଇଁ ଓମିକ୍ରନର ଭୟ ନାହିଁ ତେଣୁ ଅଭିଭାବକମାନେ ଭୟଭୀତ ହୁଅନ୍ତୁ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login