ଭୁବନେଶ୍ୱର : ସିଭିଲ ଜେଇ ମେନ ପରୀକ୍ଷା ପ୍ରଶ୍ନପତ୍ର ଲିକ ଘଟଣାରେ ବିକ୍ଷୋଭ । ଓଡିଶା ଷ୍ଟାଫ ସିଲେକ୍ସନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଦୁର୍ନୀତି ମୁକ୍ତ ପରୀକ୍ଷା ଦାବି କରି ଶତାଧିକ ଆଶାୟୀଙ୍କ ଧାରଣା ।
ପ୍ରଶ୍ନପତ୍ର ପ୍ରଘଟ ଓ ୧୦ଲକ୍ଷ ଟଙ୍କାର ଡିଲ୍ ସାମ୍ନାକୁ ଆସିଥିଲା । ଏବଂ ଯେଉଁ ୮୮ଜଣ ପରୀକ୍ଷାର୍ଥୀ ପ୍ରଶ୍ନପତ୍ର ପାଇଥିଲେ, ସେମାନଙ୍କ ନାଁ ସାମ୍ନାକୁ ଅଣାଯାଉ ବୋଲି ଆଶାୟୀ ଦାବି କରିଛନ୍ତି ।
Views: 80