The Ultimate Managed Hosting Platform
ADVERTISEMENT

ଲଦାଖ ସହିିଦ ସ୍ମାରକିରେ ବୀର ଜବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ଓଡ଼ିଆ ପୁଅ

Facebook
Twitter
LinkedIn

୧୯୬୨ ଭାରତ ଓ ଚୀନ ଯୁଦ୍ଧରେ ଦେଶ ପାଇଁ ଲଢ଼ି ନିଜକୁ ବଳିଦାନ ଦେଇଥିବା ଶହୀଦ ଜବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ଏହି ଶ୍ରଦ୍ଧାଞ୍ଚଞ୍ଜଳୀ ଦେଇଛନ୍ତି ମଧ୍ୟପ୍ରଦେଶ ଜଙ୍ଗଲ ଓ ପରିବେଷ ମନ୍ତ୍ରୀ କନୱର ବିଜୟ ଶାହ ଏବଂ ଏକ ବାଇକ ଟିମ୍ ମିଶି ପୂର୍ବ ଲଦାଖ ସ୍ଥିତ ରେଜାଙ୍ଗଲାରେ ସହିିଦ ସ୍ମାରକିରେ ପହଞ୍ଚି ଏହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ସହୀଦଙ୍କୁ ସମ୍ମାନ ଉଦ୍ଦେଶ୍ୟରେ ମନ୍ତ୍ରୀଙ୍କ ସହିତ ଏକ ବାଇକ୍ ଟିମ୍ ସାମିଲ ହୋଇଥିଲେ । ସେମାନେ ମଧ୍ୟପ୍ରଦେଶରୁ ଲଦାଖ ଗସ୍ତ କରିଛନ୍ତି । ଏହି ଅବସରରେ ସହୀଦ ସ୍ମାରକୀ ପରିସରରେ ସେନାଧୀକାରୀଙ୍କ ସହ ମନ୍ତ୍ରୀ ଆଲୋଚନା କରିଥିଲେ । ଏହି ବାଇକ ଟିମରେ ଜଣେ ଓଡ଼ିଆ ପୁଅ ସ୍ମିତ ସୁମେନ ଆଇଏଚବି ମଧ୍ୟ ସାମିଲ ହୋଇଛନ୍ତି । ବାଇକରେ ନିଜ ଦକ୍ଷତା ପ୍ରଦର୍ଶନ କରି ମାଇନସ୍ ୪୦ ଡିଗ୍ରୀ ଥଣ୍ଡାରେ ସେମାନେ ରେଜାଙ୍ଗଲା ସହିଦ ମେମୋରିଆଲରେ ପହଞ୍ଚିଛନ୍ତି । ଏହି ଅବସରରେ ସେଠାରେ ଓଡ଼ିଆ ପୁଅ ସ୍ମିତ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login