ନୂଆଦିଲ୍ଲୀ : କରାଚି ବନ୍ଦରରେ ଭାରତୀୟ ସେନାର ବଡ ହମଲା । ଆରବ ସାଗରରେ ଆଇଏନଏସ ବିକ୍ରାନ୍ତ ପକ୍ଷରୁ ଆକ୍ରମଣ । ୧୯୭୧ ପରେ ଭାରତର କରାଚି ଆକ୍ରମଣ । କରାଚି ବନ୍ଦରରେ ବ୍ୟାପକ କ୍ଷୟକ୍ଷତି ସୂଚନା । ଆଇଏନଏସ୍ ବିକ୍ରାନ୍ତ ଦ୍ବାରା କରାଚି ବନ୍ଦର ଉପରେ ପ୍ରଚଣ୍ଡ ଆକ୍ରମଣ । ଆକ୍ରମଣରେ ଥରୁଛି କରାଚି ବନ୍ଦର । ସୂଚନା ଅନୁସାରେ ୮ରୁ ୧୨ଟି ବିସ୍ଫୋରଣ ହୋଇଛି । କରାଚି ପୋର୍ଟରେ ୧୦ରୁ ଉର୍ଦ୍ଧ୍ୱ ବିସ୍ଫୋରଣ ।
Views: 159