The Ultimate Managed Hosting Platform
ADVERTISEMENT

ଖୋଲିଲା ଭୁବନେଶ୍ୱର ଏମ୍‌ସ୍‌ର ଓପିଡି; ପୂର୍ବଭଳି ସମସ୍ତ ବିଭାଗ କାର୍ଯ୍ୟକାରୀ ହେବ

Facebook
Twitter
LinkedIn

ଭୁବନେଶ୍ୱର: ଖୋଲିଲା ଭୁବନେଶ୍ୱର ଏମ୍‌ସ୍ ଓପିଡି । କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଗତ ଜାନୁଆରୀ ୧୭ ରୁ ଏମ୍‌ସ୍‌ର ସମସ୍ତ ବିଭାଗ ଓପିଡିକୁ ବନ୍ଦ ରଖାଯାଇଥିଲା । ତେବେ ସଂକ୍ରମଣ ସଂଖ୍ୟା ସ୍ୱାଭାବିକ ହେଲାପରେ, ଆଜି ଠାରୁ ପୁଣି ପୂର୍ବଭଳି ସମସ୍ତ ବିଭାଗର ଓପିଡି ଖୋଲାଯାଇଛି । ସମସ୍ତ ବିଭାଗ ଏହାର କାର୍ଯ୍ୟସୂଚୀକୁ ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସମସ୍ତ ଆଇପିଡି ଅଡମିସନ୍ ଏବଂ ଓଟି ଗୁଡ଼ିକ ମଧ୍ୟ ପୂର୍ବଭଳି କାର୍ଯ୍ୟକାରୀ ହେବ ।

ନୂତନ ଆଡମିସନ ହେଲେ ସନ୍ଦିଗ୍ଧ କୋଭିଡ୍ ସଂକ୍ରମିତଙ୍କ ପାଇଁ ପ୍ରତି ୱାର୍ଡରେ ୪ ରୁ ୫ଟି ଲେଖାଏଁ ଶଯ୍ୟା ମହଯୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରୋଗୀଙ୍କୁ ନିୟମିତ ଚିକିତ୍ସା ଓ ଯାଞ୍ଚ ପାଇଁ ସ୍ୱାସ୍ଥ୍ୟ ଆପ୍ ଓ ଟେଲି ମେଡିସିନ୍ ଜାରି ରହିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login