The Ultimate Managed Hosting Platform
ADVERTISEMENT

ଟ୍ରେନରୁ ଖସି ଜଣେ ଗୁରୁତର; ଏ ଯାଏ ଆହତଙ୍କ ପରିଚୟ ମିଳିପାରିନାହିଁ

Facebook
Twitter
LinkedIn

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଥିବା ରାଧାକିଶୋରପୁର ଷ୍ଟେସନ ନିକଟରେ ଘଟିଛି ଏକ ଗୁରୁତର ଦୁର୍ଘଟଣା ଟ୍ରେନରୁ ଖସି ପଡ଼ି ଗୁରୁତର ହୋଇଥିବା ବେଳେ ଏ ଯାଏ ଗୁରୁତର ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ ।

ସୂଚନା ଅନୁାୟୀ , ଅନୁଗୁଳ ଜିଲ୍ଲାର ରାଧାକିଶୋରପୁର ଷ୍ଟେସନ ନିକଟରେ ବୁଧବାର ସକାଳ ସମୟରେ ଜଣେ ବ୍ୟକ୍ତି ଟ୍ରେନ୍ରେ ଚଢୁଥିବା ସମୟରେ ଦୁର୍ଭାଗ୍ୟ ବଶତଃ ବ୍ୟକ୍ତିଙ୍କର ଗୋଡ ଖସିଯାଇଥିଲା। ଫଳରେ ସେ ଟ୍ରେନରୁ ଖସିପଡ଼ି ଗୁରୁତର ହୋଇ ପଡ଼ିଥିଲେ ଥିଲେ । ବ୍ୟକ୍ତି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କର।ଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କର।ଯାଇଥିବା ବେଳେ, ଏବେ ପର‌୍ୟ୍ୟନ୍ତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login