ଭୁବନେଶ୍ୱର: କରୋନାର ଲକ୍ଷଣ ନଥିଲେ ଟେଷ୍ଟ କରିବା ଆବଶ୍ୟକ ନାହିଁ । ଏ ନେଇ ପରାସର୍ଶ ଦେଇଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କରୋନାରେ ଆକ୍ରନ୍ତ ଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଳେ ବି ଯଦି କୌଣସି ଲକ୍ଷର ଦେଖାଯାଇନାର୍ହି ତେବେ ଟେଷ୍ଟ କରିବା ଜରୁରୀ ନାହିଁ । ବେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ଲାଇନ୍ ଅନୁଯାୟୀ ବୟସ୍କ ବ୍ୟକ୍ତିଙ୍କ ଠାରେ କମ୍ ଲକ୍ଷର ଥିଲେ ଆଇସୋଲେସନରେ ରହିପାରିବେ । ଅନାବଶ୍ୟକ ମେଡିସିନ୍ ବ୍ୟବହା କରିବାକୁ ମଧ୍ୟ ବାରଣ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସେ ହାହୁରି ମଧ୍ୟ କହିଛନ୍ତି ଯେ, କରୋନର ସଂକ୍ରମଣ ବଢ଼ୁଛି, ହେଲେ ସିଭିୟରିଟି ନାହିଁ । ତେଣୁ ଭାଇରାଲ ଫ୍ଲୁ ପାଇଁ ଆଣ୍ଟିବାୟୋଟିକ୍ ବ୍ୟବହାର କରିବାର ଆବଶ୍ୟକତା ନାହିଁ ।
Views: 89