The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଦେଶୀ ମଦ କାରବାର ପାଇଁ ନୁଆ ପ୍ଲାନ୍‌; ଗଛ ଉପରେ ଲୋଚାଇଥିଲେ ୭ ହଜାର ୫ ଶହ ପୋଚ୍ ଓ ୪୬୦ ଲିଟର ଦେଶୀ ମଦ

Facebook
Twitter
LinkedIn

ଆଠଗଡ଼: ରାଜ୍ୟରେ ବେଆଇନ୍ ମଦ କାରକାର ଦିନକୁ ଦିନ ବଢ଼ିଚାଲିଛି । ଏହି କାରବାର କରିବାକୁ ମଦ ମାଫିଆମାନେ ଭିନ୍ନ ଭିନ୍ନ ପନ୍ଥା ଆପଣାଇଥା’ନ୍ତି । କେତେବେଳେ ଗ୍ୟାଲେନ ଭର୍ତ୍ତି ମଦ ପୋଖରିରେ ଲୁଚାଇଥାନ୍ତି ତ ଆଉ କେତେବେଳ ମାଟିତଳେ ପୋତିଥା’ନ୍ତି । ତେବେ ଆଜି ଏହି ବେଆଇନ୍ ଦେଶୀ ମଦକୁ ଲୁଚାଯାଇଥିବାର ଏକ ନୁଆ ପ୍ଲାନ ଦେଥିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ଼ସ୍ଥିତ ଡାଳୁଅ ରିଜର୍ଭ ଫରେଷ୍ଟରେ । ଯାହାକି ଏହି ବ୍ୟବସାୟ ପାଇଁ ଘଞ୍ଚ ଜଙ୍ଗଲ ମଧ୍ୟରେ ଏକ ଗଛ ଉପରେ ମଞ୍ଚା ବାନ୍ଧି ସେଠାରେ ୭ ହଜାର, ୫ ଶହ ଲିଟର ବେଆଇନ୍ ପୋଚ୍ ସହ ୪୬୦ ଲିଟର ଦୋଶୀ ମଦ ଲୁଚାଇ ରଖାଯାଇଥିଲା । ଉଭୟ ଜଙ୍ଗଲି ଜନ୍ତୁ ଓ ଅବକାରୀ ବିଭାଗ ଯେପରି ଜାଣି ନ ପାରିବେ, ସେଥି ପାଇଁ ଏହି ନୂଆ ଫର୍ମୁଲା ଆପଣେଇଥିଲେ ମଦ ମାଫିଆମାନେ ।

ତେବେ ଏ ନେଇ ଅବକାରୀ ବିଭାଗ ତାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜଙ୍ଗଲରେ ରେଡ୍ କରିଥିଲା । ଅବକାରୀ ପୋଲିସ ବହୁ ଖୋଜାଖୋଜି ପରେ ଶେଷରେ ଗଛ ଉପରେ ଚଢ଼ି ସେଠାରେ ଲୁଚା ଯାଇଥିବା ୭ ହଜାର ୫ ଶହ ପୋଚ୍‌କୁ ନଷ୍ଟ କରିବା ସହ ୪୬୦ ଲିଟର ଦେଶୀ ମଦ ଜବତ କରିଛି । ଏହାକୁ କେଉଁମାନେ ଏଠାରେ ରଖିଥିଲେ ଓ ବ୍ୟବସାୟ କରୁଥିଲେ । ତାହାର ଖୋଳତାଡ଼ କରୁଛି ଅବକାରୀ ବିଭାଗ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login