The Ultimate Managed Hosting Platform
ADVERTISEMENT

ସୁପାରିକିଲର ସମ୍ପଦକୁ ୨ଦିନଆ ରିମାଣ୍ଡରେ ନେବ ନୟାପଲ୍ଲୀ ପୋଲିସ

Nayapalli-police-will-remand-Suparipils-property-for-two-days
Facebook
Twitter
LinkedIn

ଭୁବନେଶ୍ୱର: ରାଜଧାନୀର ନୟାପଲ୍ଲି ଅଞ୍ଚଳରୁ ଗିରଫ ହୋଇଥିବା ସୁପାରିକିଲର ସମ୍ପଦକୁ ୨ଦିନ ପାଇଁ ରିମାଣ୍ଡରେ ନେବ ନୟାପଲ୍ଲି ପୋଲିସ୍ । ଏନେଇ ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡ଼ିଜେଏମ୍ କୋର୍ଟ ।

ସମ୍ପଦ କାହାକୁ ହତ୍ୟା କରିବାକୁ ବନ୍ଧୁକଧରି ଜଗି ବସିଥିଲା, ଏଥିପାଇଁ ସେ କାହାଠାରୁ ସୁପାରି ପାଇଥିଲା ଓ ପୋଲିସ ହାତରୁ ଖସିଯାଇ ଥିବା ତାର ସେଇ ସହଯେଗୀର ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ ପୋଲିସ୍ ।ସମ୍ପଦ ମୁଙ୍ଗେରରୁ ତେତେ ଚେରା ବନ୍ଧୁକ ଆଣି ବିକ୍ରି କରିଛି ଓ କାହାକୁ ବିକ୍ରି କରିଛି ସେ ନେଇ ଖୋଳତାଡ଼ କରିବ କମିସନରେଟ ପୋଲିସ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login