କଟକ: ଓଡ଼ିଶା ହାଇକୋର୍ଟରେ ଆଉ ମାଇଁ ଲର୍ଡ଼ ଉଚ୍ଚାରଣ କରାଯିବ ନାହିଁ । କୋର୍ଟ ମଧ୍ୟରେ ମାଇଁ ଲର୍ଡ଼ ବଦଳରେ ସାର୍ ବୋଲି ସମ୍ବୋଧନ କରାଯିବାକୁ ନିସ୍ପତ୍ତି ନେଇଛନ୍ତି ମୁଖ୍ୟ ବିଚାରପତି ।
ତେବେ କୋର୍ଟରେ ମାମଲା ପରିଚାଳନା ସମୟରେ ଜଜଙ୍କୁ ଆଇନଜୀବୀ ସାର, ସାର୍ କିମ୍ବା ଅନରେବୁଲ୍ କୋର୍ଟ ବୋଲି ମମ୍ବୋଧନ କରିବାକୁ ମୁଖ୍ୟ ବାଚସ୍ପତ୍ତି ପରାମର୍ଶ ଦେଇଛନ୍ତି । ଏ ନେଇ ୨୦୧୬ରେ ବାର କାଉନସିଲ ଅଫ୍ ଇଣ୍ଡିଆ ଏକ ପ୍ରସ୍ତାବ ଆଣିଥିଲେ । ଏହି ଶୁଣାଣି ପରେ ମୁଖ୍ୟ ବିଚାରପତିଙ୍କ ନିସ୍ପତ୍ତିକୁ ବରିଷ୍ଠ ଆଇନଜୀବୀ ମନୋଜ ମିଶ୍ର ଓ ଅନ୍ୟମାନେ ସ୍ୱାଗତ କରିଛନ୍ତି ।
Views: 102