The Ultimate Managed Hosting Platform
ADVERTISEMENT

Murder : ମଦ୍ୟପ ପୁଅର ଜୀବନ ନେଲା ବାପା !

Facebook
Twitter
LinkedIn

ବାରିପଦା : ମଦ୍ୟପ ପୁଅକୁ କୁରାଢିରେ ହାଣି ହତ୍ୟା କଲା ବାପା । ଠାକୁରମୁଣ୍ଡା ଥାନା ଭରାଣ୍ଡିଆ ଗାଁରେ ବୀଭତ୍ସ ହତ୍ୟା । ମଦ ପିଇ ପାଟିତୁଣ୍ଡ କରିବା ସହ ଗୋଇଠା ମାରିବାରୁ ପୁଅକୁ ହତ୍ୟା । କୁରାଢିରେ ହାଣି ଜୀବନ ନେବା ପରେ ଥାନାରେ ବାପାର ଆତ୍ମସମର୍ପଣ ।ଗତକାଲି ସନ୍ଧ୍ୟା ୯ଟା ବେଳେ ବାପା ଅନାମ ବାଉଁଶିଆ ରୋଷେଇ କରୁଥିବା ବେଳେ ପୁଅ ତପନ ମଦ ପିଇ ଆସି ବାପାଙ୍କ ସହ ପାଟିତୁଣ୍ଡ କରିଥିଲେ । ପୁଅ ଗୋଇଁଠା ମାରିବାରୁ ବାପା ରାଗି ଯାଇ ଏକ କୁରାଢ଼ୀରେ ହାଣି କ ଜୀବନ ନେଲା । ଠାକୁରମୁଣ୍ଡା ଥାନା ପୋଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ ଦ୍ଵାରା ଆଜି ତଦନ୍ତ କରୁଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login