The Ultimate Managed Hosting Platform
ADVERTISEMENT

ଓଡ଼ିଶାରେ ୧ ହଜାର ୮୮୦ ସରକାରୀ ହାଇସ୍କୁଲ ମାନଙ୍କରେ ଖାଲି ପଡିଛି ୫ହଜାରରୁ ଉର୍ଦ୍ଧ୍ବ ଶିକ୍ଷକ ପଦବୀ

More than 5,000 vacancies in 1,880 government high schools in Odisha
Facebook
Twitter
LinkedIn

ଭୁବନେଶ୍ୱର: ରାଜ୍ୟରେ ୧ ହଜାର ୮୮୦ ସରକାରୀ ହାଇସ୍କୁଲ ମାନଙ୍କରେ ୫ ହଜାରରୁ ଉର୍ଦ୍ଧ୍ବ ଶିକ୍ଷକ ପଦବୀ ଖାଲିପଡିଥିବା ବେଳେ, ସରକାରୀ ଉଚ୍ଚ ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷାଦାନ ଲକ୍ଷ୍ୟରେ ଉଚ୍ଚ ବିଦ୍ୟାଳୟ ଗୁଡିକରେ ରୂପାନ୍ତରଣ କରିବା ଲକ୍ଷ୍ୟ ରଖାଯାଇଛି। ଉଚ୍ଚ ବିଦ୍ୟାଳୟ ମାନଙ୍କରେ ରୂପାନ୍ତରଣର ଆବଶ୍ୟକତାକୁ ଆଖିରେ ରଖି ଶ୍ରେଣୀଗୃହ, ସ୍ମାର୍ଟ ଶ୍ରେଣୀଗୃହ, ବିଜ୍ଞାନଗାର, ଇ-ଲାଇବ୍ରେରୀ, ଶୌଚାଳୟ, ଖେଳପଡ଼ିଆ ଆଦିର ରୂପାନ୍ତରଣ କରିବା ପାଇଁ ବ୍ୟୟ ବରାଦ କରାଯାଇଛି।

ଓଡ଼ିଶାରେ ୧ ହଜାର ୭୫ ବିଦ୍ୟାଳୟକୁ ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରଣ ସମାପ୍ତ ହୋଇଯାଇଥିବା ବେଳେ, ୩ ହଜାର ୩୬୫ ଟି ବିଦ୍ୟାଳୟକୁ ଦ୍ୱିତୀୟ ପର୍ଯ୍ୟାୟରେ ରୂପାନ୍ତରଣ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟରେ ୪୦ ରୁ ୬୦ ଲକ୍ଷ ଟଙ୍କା ପ୍ରତି ବିଦ୍ୟାଳୟ ପାଇଁ ବ୍ୟୟ କରାଯାଉଛି । ବିଧାନସଭାରେ ବିଜେଡ଼ି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ବିଜେପି ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନର ଏଭଳି ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login