The Ultimate Managed Hosting Platform
ADVERTISEMENT

MKCGରେ ଇଣ୍ଟର ମିଟ୍ ; ୩ ଛାତ୍ର ଆହତ

Facebook
Twitter
LinkedIn

ବ୍ରହ୍ମପୁର : ଏମକେସିଜିରେ ଇଣ୍ଟର ମେଡିକାଲ ମିଟ ବେଳେ ୩ ଛାତ୍ର ଆହତ । କଟକ ଏସସିବିର ୩ ଛାତ୍ର ଉତ୍ସବ ପାଳନ ବେଳେ ଆହତ । ପ୍ରାଥମିକ ଚିକିତ୍ସା ପରେ କଟକ ଫେରି ଆସିଥିବା ସୂଚନା । ଘଟଣାକୁ ସ୍ୱୀକାର କଲେ ଏମକେସିଜି ଡିନ ପ୍ରଫେସର ଡା. ସୁଚିତ୍ରା ଦାଶ । ଆଜି ୪ଟାରେ ଏ ନେଇ କଲେଜ କାଉନସିଲ ବୈଠକ ବସିବ କହିଲେ । ତେବେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତଦନ୍ତ କରାଯିବ ବୋଲି କହିଛନ୍ତି ରେଜିଷ୍ଟ୍ରାର । ଏମକେସିଜ ପରିସରରେ ୧୧ତାରିଖରୁ ଇଣ୍ଟର ମେଡିକ୍ସ କାର୍ୟ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ, ୧୫ରୁ ୧୯ ତାରିଖରେ ନୃତ୍ୟଗୀତ କାର୍ୟ୍ୟକ୍ରମ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login