ବାଲେଶ୍ୱର : ନିଆଁ ଲଗାଇ ଘର ଜାଳିଦେଲେ ଦୁର୍ବୃତ୍ତ । ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ପୋଡ଼ି ପାଉଁଶ । ଘର ପୋଡ଼ି ପାଉଁଶ ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ବାଲେଶ୍ବର ସୁଏଲପୁର ଅଞ୍ଚଳରେ ପ୍ରମିଳା ବାରିକଙ୍କ ଘରେ କେହି ନଥିବା ବେଳେ ଗତ କାଲି ବିଳମ୍ୱିତ ରାତି ୩ ଟାରେ ଜଳିଯାଇଛି । କେହି ଦୁର୍ବୃତ୍ତ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।
Views: 58











