The Ultimate Managed Hosting Platform
ADVERTISEMENT

Launch of e-bus service : ସମ୍ବଲପୁରକୁ ୫୦ ନୂଆ ଇ-ବସ : ମୁଖ୍ୟମନ୍ତ୍ରୀ

Facebook
Twitter
LinkedIn

ସମ୍ବଲପୁର : ସମ୍ବଲପୁରକୁ ଭେଟି । ସମ୍ବଲପୁରରେ ୨୫ଟି ଇ-ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଚଳିତ ମାସ ଶେଷ ସୁଦ୍ଧା ଆଉ ୨୫ଟି ଇ-ବସର ବ୍ୟବସ୍ଥା କରିବାକୁ ଘୋଷଣା । ଅତ୍ୟାଧୁନି କବସ ଟର୍ମିନାଲ ମଧ୍ୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ବସ ଟର୍ମିନାଲ ଓ ବସର ରକ୍ଷଣାବେକ୍ଷଣ ପାଇଁ ୨୩୮.୧୪ କୋଟି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login