The Ultimate Managed Hosting Platform
ADVERTISEMENT

୧୧୦ ର ଜାମିନ୍ ପରେ ଜେଲରୁ ମୁକୁଳିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

Facebook
Twitter
LinkedIn

ଭୁବନେଶ୍ୱର: ଦାବା ବଟି ଆଦାୟ କରିବା ଅଭିଯୋଗରେ ଗିରଫ୍ ହୋଇଥିବା ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଏବେ ଜେଲ୍‌ରୁ ବାହାରିଛନ୍ତି । ଦୀର୍ଘ ଏକ ବର୍ଷ ସଜ୍ଜା କାଟିବା ପରେ ସୋମବାର ସନ୍ଧ୍ୟାରେ ସେ ଜେଲ୍‌ରୁ ମୁକୁଳିଛନ୍ତି ।

ସୂଚନା ଥାଉକି, ୨୦୨୦ ଅକ୍ଟୋବର ମାସରେ ପୋଲିସ୍ ଗ୍ୟାଙ୍ଗଷ୍ଟର ରାଜା ସହ ତାର ଦୁଇ ସହଯୋଗୀ ନୃସିଂହ ବେହେରା ଓ ବିନୟ ଦାସଙ୍କୁ ଗିରଫ କରି ତାଙ୍କ ବିରୋଧରେ ଏନ୍‌ଏସ୍‌ଏ ସହ ୧୧୦ ଲଗାଇଥିଲା । ସେବେଠାରୁ ସେ ଜେଲରେ ଥିଲେ । ତେବେ ଗତ ୧୮ ରେ ଏନ୍‌ଏସ୍‌ଏ ସମାପ୍ତ ହେବା ପରେ ସୋମବା ଅପରାହ୍ଣରେ ୧୧୦ରେ ଜାମିନ୍ ମିଳିଥିଲା । ସେହିଦିନ ସନ୍ଧ୍ୟାରେ ସେ ଜେଲରୁ ବାହାରିଥିବା ଜଣା ପଡ଼ିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login