The Ultimate Managed Hosting Platform
ADVERTISEMENT

ପୂଣି ମୁଣ୍ଡ ଟେକୁଛି କରୋନା; ଢ଼େଙ୍କାନାଳରେ ୪ କଲେଜ ଛାତ୍ର ପଜିଟିଭ୍‌

Karona shakes her head again; 4 college students in Dhenkanal positive
Facebook
Twitter
LinkedIn

ଢ଼େଙ୍କାନାଳ: ଗତ କିଛି ଦିନ ହେବ ସ୍କୁଲ୍ କଲେଜରେ ଅଫଲାଇନ୍ ପାଠ ପଢ଼ା ପାଇଁ ଖୋଲିଥିବା ବେଳେ, ତଳମୁହାଁ ହୋଇଥିବା ମହାକାରି କରୋନା ପୂଣି ନିଜର କାୟା ବିସ୍ତାର କରିବାରେ ଲାଗିଛି । ତେବେ ଭୀମସାର କଲେଜ ପରେ ପୁଣି ଢ଼େଙ୍କାନାଳ ଜିଲ୍ଲା କୁଞ୍ଜକାନ୍ତ ସ୍ଥିତ ସାଇକୃପା ଆବାସିକ ମହାବିଦ୍ୟାଳୟର ୪ ଜଣ ଛାତ୍ର କରୋନାରେ ସଂକ୍ରମିତ ହୋଇଥିବା ଜରାପଡ଼ିଛି । ଏହି ସଂକ୍ରମିତ ଛାତ୍ରମାନେ କଲେଜ ହଷ୍ଟେଲରେ ରହୁଥିବା ବେଳେ, ସେହି ହଷ୍ଟେଲର ଅନ୍ୟ ୨୬୦ ଜଣ ପିଲାମାନଙ୍କର ମଧ୍ୟ କରୋନା ଟେଷ୍ଟ ପାଇ ସାମ୍ପଲ ସଂଗ୍ରହ କରାଯାଇଛି ।

ସେପଟେ କୋଭିଡ୍‌ର ନୂଆ ଭାରିଏଣ୍ଟ ଆସିବା ନେଇ ଲୋକମାନଙ୍କ ମଧ୍ୟରେ ଭୟର ମାତାବରଣ ସୃଷ୍ଟି ହୋଇଥିବା ବେଳେ, ପୁଣି କରୋନା ନିଜର ପ୍ରଭାବ ବଢ଼ାଇବାରେ ଲାଗିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login