The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ମାଓବାଦୀଙ୍କ ଲାଣ୍ଡମାଇନ ବିଷ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ

Facebook
Twitter
LinkedIn

ଭବାନୀପାଟଣା: ମାଓବାଦୀଙ୍କ ଲାଣ୍ଡମାଇନ୍ ବିଷ୍ଫୋରଣରେ ଜଣେ ସାମ୍ବାଦିକଙ୍କର ମୃତ୍ୟୁ ହୋଇଛି । ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ, ମାଓବାଦୀ ବିଛାଇଥବା ଲାଣ୍ଡମାଇନ ବିଷ୍ଫୋରଣ ହୋଇଥିଲା । ସେହି ବିଷ୍ଫୋରଣରେ ସାମ୍ବାଦିକଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଞ୍ଚଳରେ ।

ସୂଚନାନୁଯାୟୀ, ମଦନପୁର ରାମପୁର ଅଞ୍ଚଳରେ ଥିବା କର୍ଲାମୁଣ୍ଡା ବ୍ରିଜ୍ ପାଖରେ ଏକ ପୋଷ୍ଟର ଲଗାଇଥିଲେ ମାଓବାଦୀମାନେ । ତେତେ ଏ ସମ୍ପର୍କିତ ଖବର ସଂଗ୍ରହ ପାଇଁ ସାମ୍ବାଦିକ ଜଣକ ସେଠାକୁ ଯାଇଥିବା ବେଳେ, ସେହି ମାଉବାଦୀ ଲଗାଇଥିବା ପୋଷ୍ଟର ପାଖରେ ବିଷ୍ଫୋରଣ ହୋଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ସାମ୍ବାଦିକଙ୍କର ମୃତ୍ୟୁ ହୋଇଯାଇଛି । ତେବେ ମୃତ ସମ୍ବାଦିକ ଜଣଙ୍କର ନାମ ରୋହିତ ବିଶ୍ୱାଳ । ସେ ଦୈନିକ ଖବର କାଗଜ ଧରିତ୍ରୀର ସ୍ଥାନୀୟ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ । ଖବର ପାଇ ଘଟଣା ସ୍ଥଳରେ ସିଆରପିଏଫ ଓ ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଦଳିବ ହେଲଥ୍ କାର୍ଡ ଲୋଗୋ, ଖୁବଶୀଘ୍ର ମିଳିବ ଆୟୁଷ୍ମାନ କାର୍ଡ ; ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ଅସୁସ୍ଥ ଥିଲେ ରଥଯାତ୍ରା ଭିଡକୁ ଆସନ୍ତୁ ନାହିଁ –ମନ୍ତ୍ରୀ

ପୁରୀ : ଅସୁସ୍ଥ ଥିଲେ ଭିଡ଼କୁ ଆସନ୍ତୁ ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । କୋଭିଡ ପାଇଁ ଭୟ କରିବାର ଆବଶ୍ୟକତା ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି...

୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୁଣରେ ସୁଧ ଦେବେନି ଏସଏଚଜି ମହିଳା, ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ

ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ କାଳୀନ ସହାୟତା ରାଶି ବଢିଲା, ମୃତ୍ୟୁ ହେଲେ ମିଳିବ ୧୦ ଲକ୍ଷ

ଭୁବନେଶ୍ୱର : ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ କାଳୀନ ସହାୟତା ରାଶି ବଢିଲା । ପୂର୍ବରୁ ମିଳୁଥିବା ୬ ଲକ୍ଷ ଟଙ୍କା ୧୦ ଲକ୍ଷକୁୁ ବଢିଲା । ସହାୟତା...

Login