The Ultimate Managed Hosting Platform
ADVERTISEMENT

ସମର୍ଥନ ବଦଳରେ ଦୁର୍ବ୍ୟବହାର କଲେ ଜୁଏଲ ଓରାମ

Facebook
Twitter
LinkedIn

ରାଉରକେଲା: ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବିରୋଧରେ ଦୁର୍ବ୍ୟବହାର ଜନିତ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଣିଛନ୍ତି ଗୌରୀ ମୁଣ୍ଡାରୀ ନାମକ ଜଣେ ଯୁବତୀ ।

ସୂଚନାନୁଯାୟୀ, ପଞ୍ଚାୟତ ନିର୍ବାଚନରେ ଗୌରୀ ସରପଞ୍ଚ ପ୍ରାର୍ଥୀନୀ ଭାବେ ଛିଡ଼ା ହେଉଥିବାରୁ ସମର୍ଥନ ପାଇଁ ସେ ଜୁଏଲଙ୍କୁ ଫୋନ୍ କରିଥିଲେ । କିନ୍ତୁ ଜୁଏଲ ତାଙ୍କୁ ସମର୍ଥନ ବଦଳରେ ଫୋନ୍‌ରେ ଦୁର୍ବ୍ୟବହାର କରିଥିଲେ । ଏହି ଅଭିଯୋଗରେ ଗୌରୀ ରାଉରକେଲା ସେକ୍ଟର- ୩ ରେ ଥିବା ବିଜେପି ପାର୍ଟି ଅଫିସରେ ଭଙ୍ଗାରୁଜା କରିଥିଲେ ।

ଏ ନେଇ ଗୌରୀ କହିଛନ୍ତି ଯେ, ଜୁଏଲ ଓରାମଙ୍କର ରାଉରକେଲା ଆସିବାର ଥିଲା । ସରପଞ୍ଚ ପ୍ରାର୍ଥିନୀ ଭାବେ ଛିଡ଼ା ହେଉଥିବାରୁ ସମର୍ଥନ କରିବା ପାଇଁ କହିବାକୁ ଫୋନ୍ କରିଥିଲି । ତାଙ୍କର ରାଉରକେଲା ଆସିବାର ସମୟ ପଚାରିବାରୁ ସେ ମୋତେ ଗାଳିଗୁଲଜ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login