The Ultimate Managed Hosting Platform
ADVERTISEMENT

Internet services shut down in Iran : ଇରାନରେ ଇଣ୍ଟରନେଟ ସେବା ବନ୍ଦ

Facebook
Twitter
LinkedIn

ନୂଆଦିଲ୍ଲୀ : ଅର୍ଥନୈତିକ ସଙ୍କଟକୁ କେନ୍ଦ୍ର କରି ଇରାନରେ ବ୍ୟାପିଲା ବିଦ୍ରୋହ । ସର୍ବୋଚ୍ଚ ନେତା ଖେମିନିଙ୍କ ବିରୋଧରେ ତେଜିଲା ହିଂସାତ୍ମକ ବିକ୍ଷୋଭ । ସରକାର ବିରୋଧୀ ହିଂସାତ୍ମକ ବିକ୍ଷୋଭରେ ମୃତ୍ୟୁ ସଂଖ୍ୟା ୬୨କୁ ବୃଦ୍ଧି । ବିକ୍ଷୋଭକୁ ଦୃଷ୍ଟିରେ ରଖି ଇଣ୍ଟରନେଟ ସେବା ବନ୍ଦ କଲେ ସରକାର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login