The Ultimate Managed Hosting Platform
ADVERTISEMENT

୭୦ ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତକୁ ମିଳିଲା ମୁକୁଟ

Facebook
Twitter
LinkedIn

ନୂଆଦିଲ୍ଲୀ: ଇସ୍ରାଏଲର ଏଇଲାଟରେ ୭୦ତମ ମିସ୍ ୟୁନିଭର୍ସରେ ୨୧ ବର୍ଷ ପରେ ଭାରତକୁ ମିଳିଛି ୟୁନିଭର୍ସର ମୁକୁଟ । ଏଥିରେ ଭାଗନେଇଥିବା ୮୦ ଜଣ ସୁନ୍ଦରୀ ପ୍ରତିଯୋଗିତାଙ୍କୁ ପଛରେ ପକାଇ ମିସ୍ ୟୁନିଭର୍ସର ମୁକୁଟ ପିନ୍ଧିଲେ ପଞ୍ଜାବର ୨୧ ବାର୍ଷିୟା ହରନାଜ ସାନ୍ଧୁ ।

ଏହା ପୂର୍ବରୁ ୨୦୦୦ ମସିହାରେ ଲାରା ଦର୍ତ୍ତ ମିସ୍ ୟୁନିଭର୍ସ ମୁକୁଟ ଜିତି ଭାରତ ପାଇଁ ଗୌରବ ଆଣିଥିଲେ । ଆଉ ଏବେ ୨୧ ବର୍ଷ ପରେ ପୁଣି ଭାରତକୁ ଗୌରବ ଆଣିଛନ୍ତି ହରନାଜ ସାନ୍ଧୁ । ୮୦ ଜଣ ସୁନ୍ଦରୀଙ୍କୁ ପଛରେ ପକାଇ ସେ ହେଲେ ବିଶ୍ୱ ସୁନ୍ଦରୀ ।

୧୯୯୪ ରେ ଅଭିନେତ୍ରୀ ସୁସ୍ମିତା ସେନ ମିସ୍ ୟୁନିଭର୍ସ ଟାଇଟଲ ଜିତିଥିଲା ବେଳେ, ୨୦୨୧ ରେ ପଞ୍ଜାବ ଚଣ୍ଡିଗଡର ହରନାଜ ସେହି ଶୌଭାଗ୍ୟର ଅଧିକାରିଣୀ ହୋଇଛନ୍ତି । ପେସାରେ ହରନା ଜ ଜଣେ ମଡେଲ, ସେ ପବ୍ଲିକ ଆଡ଼ମିନଷ୍ଟେସନରେ ଏମ ଏ ପଢୁଛନ୍ତି । ହରନାଜ ମାତ୍ର ୧୭ ବର୍ଷ ବୟସରେ ମଡେଲିଂ କରିବା ଆରମ୍ଭ କରିଥିଲେ । ସେ ୨୦୧୭ ରେ ଟାଇମ୍ସ ଫ୍ରେସ୍ ଜିତି ଥିବାବେଳେ ୨୦୨୧ ରେ ଲାଭା ମିସ୍ ଦିଭା ୟୁନିଭର୍ସ ଟ୍ରଫି ଜିତିଥିଲେ । ସେ ଆଗରୁ ପଞ୍ଜାବର ଅନେକ ଫିଲ୍ମରେ ଅଭିନୟ କରିଛନ୍ତି ।

ତେବେ ହରନାଜ ଜଣେ ଚାଷୀ ପରିବାରରୁ ଆସିଥିବା ବେଳେ, ସେ ଗ୍ରାଜୁଏସନ ପରେ ଏବେ ମାଷ୍ଟର ଡିଗ୍ରୀ କରୁଥିବା ଜଣାପଡ଼ିଛି । ମଡ଼େଲିଂକୁ ପେସା ଭାବରେ ଗ୍ରହଣ କରି ୨୦୧୭ ରେ ସେ ପ୍ରଥମେ ଏକ ଷ୍ଟେଜ ସୋ’ ରେ ଭାଗ ନେଇଥିଲେ । ତେବେ ସେ ଆଉ ସେଇଠୁ ଅଟକି ନଥିଲେ ଆଗକୁ ବଢିଚାଲିଥିଲେ । ହରନାଜଙ୍କର ଘୋଡା ଚାଳନା, ସନ୍ତରଣ, ଅଭିନୟ ଏବଂ ନୃତ୍ୟ ଆଦିରେ ବେସ୍ ଦକ୍ଷତା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login