The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଗତ ୨୪ ଘଣ୍ଟାରେ ୨୦୨ ଜିବନ ନେଲା କରୋନା, ୭,୩୫୦ ନୂଆ ଆକ୍ରାନ୍ତ

Facebook
Twitter
LinkedIn

ଭୁବନେଶ୍ୱର: ମହାମାରୀ କରୋନାର ନୂଆ ଭାରିଏଣ୍ଟଓମିକ୍ରନ୍ ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିବା ବେଳେ, ପୁଣି କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଦେଶରେ ଗୋଟିଏ ଦିନରେ ୨୦୨ ଜଣ ଜୀବନ ନେଇଛି କରୋନା । ଏହାକୁ ମିଶାଇ ମୋଟ ୪ ଲକ୍ଷ ୭୫ ହଜାର ୬୩୬ ଜଣ ପ୍ରାଣ ହରାଇ ସାରିଲେଣି । ଦେଶରେ ୨୪ ଘଣ୍ଟାରେ ୭,୩୫୦ ଜଣ ଏହି କରୋନାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ଆକ୍ରାନ୍ତ ହୋଇ ମୋଟ୍ ୩ କୋଟି ୪୧ ଲକ୍ଷ ୩୦ ହଜାର ୭୬୮ ଜଣ ସୁସ୍ଥ ହେଲେଣି ।

ସେପଟେ ସେମାବାର ରାଜ୍ୟରେ ୧୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୭ ଜଣ ୧୮ ବର୍ଷରୁ କମ ଥିବା ଜଣାପଡ଼ିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ୧୦୫ ଜଣ କ୍ୱାରାଣ୍ଟା ଇନରୁ ଓ ୭୩ ଜଣ ଲୋକାଲ୍ କେସ୍ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହା ସହିତ ରାଜ୍ୟରେ ମୋଟ୍ ୧୦ ଲକ୍ଷ ୫୧ ହଜାର ୭୫୨ ଜଣ ସଂକ୍ରମିତ ହୋଇସାରିଲେଣି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

କଟକ : ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ...

Login