The Ultimate Managed Hosting Platform
ADVERTISEMENT

ବ୍ୟାଙ୍କ ଲକରରୁ ସୁନା ଚୋରୀ ମାମଲାରେ ନିଲମ୍ବିତ ହେଲେ ଆଇଆଇସି

Facebook
Twitter
LinkedIn

କୋରାପୁଟ: ବ୍ୟାଙ୍କ ଲକରରୁ ସୁନା ଚୋରୀ ଅମାମଲାରେ ନିଲମ୍ବିତ ହେଲେ ଆଇଆଇସିିି । ନିଲମ୍ବିତ ହେଲେ କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନାର ଆଇଆଇସି ରଞ୍ଜିତ ସାହୁ । ଲକ୍ଷ୍ମୀପୁର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ଶାଖାର ଲକରରୁ ସୁନା ଚୋରୀ ଘଟଣାର ତଦନ୍ତ କରି ଏପରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ପୋଲିସ୍ ଡିଜି ସୁନୀଲ ବଂଶାଲ । ଏ ନେଇ ସୂନା ଦେିଛନ୍ତି କୋରାପୁଟ ଏସପି ବରୁଣ କୁଣ୍ଠପାଲ । ତେବେ ନିଜେ ପୋଲିସ ଡିଜି ଆଇଆଇସି ରଞ୍ଜିତଙ୍କୁ ନିଲମ୍ବନ କରିଥିବା ସୂଚନା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login