The Ultimate Managed Hosting Platform
ADVERTISEMENT

IIC rejects Bangladesh’s claim : ବାଂଲାଦେଶ ଦାବିକୁ ପ୍ରତ୍ୟାଖାନ କଲା IIC

Facebook
Twitter
LinkedIn

ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ୍ ପାଇଁ ସ୍ଥାନ ପରିବର୍ତ୍ତନ କରିବା ପାଇଁ ବାଂଲାଦେଶର ଅନୁରୋଧକୁ ଆଇସିସି ପ୍ରତ୍ୟାଖ୍ୟାନ କରିଛି । । ବାଂଲାଦେଶ ICC କୁ ଭାରତରୁ T20 ବିଶ୍ୱକପ୍ ମ୍ୟାଚ୍ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲା । ଆଇସିସି ସ୍ପଷ୍ଟ ଭାବରେ କହିଛି ଯେ, ବାଂଲାଦେଶକୁ ବିଶ୍ୱକପ୍ ଖେଳିବା ପାଇଁ ଭାରତ ଯାତ୍ରା କରିବାକୁ ପଡିବ । ବାଂଲାଦେଶ ନ ଖେଳିଲେ ପଏଣ୍ଟ ହରାଇବାକୁ ପଡିବ । ଭାରତରେ ବାଂଲାଦେଶ ଖେଳାଳିଙ୍କ ସୁରକ୍ଷାକୁ ନେଇ କୌଣସି ବିପଦ ନାହିଁ । ତେଣୁ ଆଇସିସି ବାଂଲାଦେଶର ଅନୁରୋଧକୁ ଅସ୍ବୀକାର କରିଛି ।
ରିପୋର୍ଟ ମୁତାବକ, ICC ଏକ ଭର୍ଚୁଆଲ୍ ବୈଠକ ସମୟରେ ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ଜଣାଇଛି ଯେ, ସୁରକ୍ଷା ଦୃଷ୍ଟିରୁ ଭାରତ ବାହାରେ ମ୍ୟାଚ୍ ଖେଳିବା ପାଇଁ ତାଙ୍କର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରାଯାଉଛି । ICC ବିସିବିକୁ କହିଛି ଯେ, ବାଂଲାଦେଶକୁ T20 ବିଶ୍ୱକପ୍ ଖେଳିବା ପାଇଁ ଭାରତ ଯାତ୍ରା କରିବାକୁ ପଡିବ, ନଚେତ୍ ପଏଣ୍ଟ ହରାଇବାକୁ ପଡିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login