The Ultimate Managed Hosting Platform
ADVERTISEMENT

ବିଏସ୍‌ଏଫ୍ ଜବାନଙ୍କ କମ୍ବିଂ ବେଳେ ଜବତ ହେଲା ଚୀନ ନିର୍ମିତ ବାଇନାକୁଲାର ସହ ଆଇଇଡ଼ି

Facebook
Twitter
LinkedIn

ମାଲକାନଗିରି: ବିଏସ୍‌ଏଫ୍ ଜମାନଙ୍କ କମ୍ବିଂ ବେଳେ ଜବତ ହେଲା ଚୀନ ନିର୍ମିତ ଦୁଇଟି ବାଇନାକୁଲାର ଓ ୫ଟି ଆଇଇଡି । ବୋମା ଗୁଡ଼ିକ ଉଦ୍ଧାର କରିବା ପରେ ସୁରକ୍ଷା କର୍ମୀ ଦଳ ସେଗୁଡ଼ିକୁ ନିସ୍କ୍ରିୟ କରିଛନ୍ତି । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ସ୍ଥିତ କୋଢ଼ିଗନ୍ଦି ଜଙ୍ଗଲରୁ ଏହି ସବୁ ଉଦ୍ଧାର କରିଛନ୍ତି ବିଏସ୍‌ଏଫ୍ ଜବାନ । ଯାହାକି ମାଲକାନଗିରି ସ୍ଥିତ ଘନବେଡ଼ା ଠାରେ ନୂତନ ବିଏସ୍‌ଏଫ୍ କ୍ୟାମ୍ପ ସ୍ଥାପନ ହେବା ପରଠାରୁ ଆନ୍ଧ୍ର- ସଡ଼ିଶା ସୀମାରେ କମ୍ବିଂ ଅପରେସନ ଜୋରଦାର ହୋଇଛି ।

ଖବର ଅନୁଯାୟୀ, ବିଏସ୍‌ଏଫ୍ ଜବାନମାନେ ବିଶେଷ ସୂତ୍ରରୁ ଖବର ପାଇଁ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କରିଥିଲେ । ସେହି ଅପରେସନ ବେଳେ ଏକ ଗାତ ମଧ୍ୟରୁ ୫ଟି ଲ୍ୟାଣ୍ଡମାଇନ୍ ସହିତ ବିପୁଳ ମାଓ ସାମଗ୍ରୀ ଜବତ କରିଛନ୍ତି । ନକମ୫ସଲମାନେ ଏହି ବୋମାକୁ ଜବାନ କିମ୍ବା କୌଣସି ସେତୁକୁ ନଷ୍ଟ କରିବାକୁ ରଖିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login