The Ultimate Managed Hosting Platform
ADVERTISEMENT

Heavy fog in twin city : କୁହୁଡି ଚାଦର ତଳେ ଓଡିଶା, ଦିଶୁନି ରାସ୍ତା ଘାଟ

Facebook
Twitter
LinkedIn

ଭୁବନେଶ୍ୱର : କୁହୁଡି ଚାଦର ତଳେ ଓଡିଶା ।ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ରାସ୍ତା ଘାଟ କିଛି ବି ଦିଶୁ ନାହିଁ । ରାଜଧାନୀ ଭୁବନେଶ୍ବର ଓ କଟକରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି । କୁହୁଡ଼ି ଯୋଗୁ ଟ୍ବିନ ସିଟିରେ ଦୃଶ୍ୟମାନ ଦୂରତା କମିଯାଇଛି । ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ରାସ୍ତଘାଟ ଦେଖାଯାଇନଥିଲା। କୋଣାର୍କରେ ଘନ କୁହୁଡ଼ି ଯୋଗୁ ଲୁଚି ଯାଇଛି ବ୍ଲାକ ପାଗୋଡ଼ । ଫଳରେ ସୂର୍ୟ୍ୟ ମନ୍ଦିରର କାରୁକାର୍ୟ୍ୟ ଦେଖିବାରୁ ବଞ୍ଚିତ ହୋଇଛନ୍ତି ପର୍ୟ୍ୟଟକ। ଅନ୍ୟପଟେ ରାଜ୍ୟରେ ଆଉ ୨ ଦିନ ପ୍ରବଳ ଜାଡ଼ ରହିବ । ୨ ଦିନ ପରେ ଶୀତ କମିବା ନେଇ ପୂର୍ବାନୁମାନ କରିଛି । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେପଟେ ଆସନ୍ତା ୨ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ କୁହୁଡ଼ି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login