ଭୁବନେଶ୍ୱର : ହଂସୀତା ଓ ଅନୀଲ କେସରେ ଦାଖଲ ହୋଇପାରିଲାନି କେସ ଡାଏରି । କେସ ଡାଏରିରେ ବିଳମ୍ବ ପାଇଁ ଘୁଂଚିଲା ଜାମିନ ଆବେଦନ ଶୁଣାଣି । ଆସନ୍ତା ୧୬ ତାରିଖରେ ହେବ ଶୁଣାଣି । ଆଜି ଥିଲା ଜାମିନ ଆବେଦନ ଶୁଣାଣି । ତେବେ କାହିଁକି ଧାର୍ୟ୍ୟ ସମୟରେ ସିଡ଼ି ଦାଖଲ ହୋଉପରିଲାନାହିଁ ତାହା ଏବେ ସୃଷ୍ଟି କରିଛି ବଡ଼ ପ୍ରଶ୍ନ । ଗୋଟିଏ ପଟେ ୧୧ ପ୍ରଭାବଶାଳୀଙ୍କୁ ସମନ କରିଛି ଆୟକର ବିଭାଗ । ଅନ୍ୟପଟେ ପୁଣି ରିମାଣ୍ଡରେ ନେବାକୁ ଆବେଦନ କରିପାରେ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ ।
Views: 68











