The Ultimate Managed Hosting Platform
ADVERTISEMENT

Government’s big decision for the safety of delivery workers : ଡେଲିଭରି କର୍ମଚାରୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ବଡ ନିଷ୍ପତ୍ତି

Facebook
Twitter
LinkedIn

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଏବେ ଆଉ ମିଳିବନି ୧୦ ମିନିଟରେ ଡେଲିଭରି । ଡେଲିଭରି କର୍ମଚାରୀଙ୍କ ସୁରକ୍ଷା ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଶ୍ରମ ମନ୍ତ୍ରଣାଳୟ ୧୦ ମିନିଟ୍ ଡେଲିଭରି ଉପରେ ପ୍ରତିବନ୍ଧକ ଲଗାଇଛି ।
କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡାଭିଆ ଏହି ପ୍ରସଙ୍ଗରେ ବ୍ଲିଙ୍କିଟ୍, ଜେପ୍ଟୋ, ସ୍ୱିଗି ଏବଂ ଜୋମାଟୋର ଅଧିକାରୀଙ୍କ ସହ କଥା ହୋଇଛନ୍ତି ଏବଂ ଡେଲିଭରି ସମୟ ସୀମା ହଟାଇବା ପାଇଁ ଅନୁରୋଧ କରିଛନ୍ତି । ସମସ୍ତ କମ୍ପାନୀ ସରକାରଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ସେମାନେ ସେମାନଙ୍କର ବ୍ରାଣ୍ଡ ବିଜ୍ଞାପନ ଏବଂ ସୋସିଆଲ ମିଡିଆରୁ ଡେଲିଭରି ସମୟ ସୀମା ହଟାଇବେ । ଏହା ପରେ, ବ୍ଲିଙ୍କିଟ୍ ଏହାର ସମସ୍ତ ବ୍ରାଣ୍ଡରୁ ୧୦ ମିନିଟ୍ ଡେଲିଭରି ଫିଚର୍ ହଟାଇ ଦେଇଛି । ଏହାପରେ ଅନ୍ୟ କମ୍ପାନୀ ଖୁବଶୀଘ୍ର ଏଭଳି ପଦକ୍ଷେପ ନେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login