The Ultimate Managed Hosting Platform
ADVERTISEMENT

Gold chain loot : କଳା ପଲସରରେ ଆସି ଥାନା ଆଗରୁ ଝାମ୍ପିନେଲେ ସୁନା ଚେନ୍

Facebook
Twitter
LinkedIn

ବାରିପଦା : ରାଜ୍ୟରେ ଦିନକୁ ଦିନ ବଢୁଛି ଲୁଟ ମାମଲା । ଅପରାଧି ମାନେ ଏବେ ପ୍ରତ୍ୟେକ ସ୍ଥାନରେ କିଛି ନା କିଛି ଅପରାଧ ଘଟଉଛନ୍ତି । କେଉଁଠି କିଏ କାହାକୁ ମାରିଲାଣି ତ ଆଉ କିଏ କରୁଛି ଲୁଟ ଭଳି ଘଟଣା । ମନ୍ଦିର ବି ଏଥିରୁ ବାଦ ପଡୁନି । ଦିନ ଦ୍ୱି ପ୍ରହରେ ପୋଲିସ ଆଖିରେ ଧୂଳି ଦେଇ ଲୁଟି ନେଉଛନ୍ତି ଦୁର୍ବୁତ୍ତ । ସେଭଳି ଏକ ଘଟଣା ଆସିଛି ବାରିପଦାରୁ । ବାରିପଦାରେ କଳା ପଲସର ଆତଙ୍କ । ଥାନା ଆଗରୁ ଝାମ୍ପିନେଲେ ସୁନା ଚେନ । ଟାଉନ ଥାନା ଆଗରୁ ମହିଳାଙ୍କ ଠାରୁ ଝାମ୍ପିନେଲେ ସୁନା ଚେନ । ୨ ଦୁର୍ବୁତ୍ତ କଳା ପଲସରରେ ଆସି ଝାମ୍ପିନେଲେ । ଏ ନେଇ ଥାନାରେ ଏତଲା ଦେଇଛନ୍ତି ଅଭିଯୁକ୍ତ । ଆଉ ୨ଟି ସ୍ଥାନରେ ଛିନତାଇ ହୋଇଥିବା ସୂଚନା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login