ଭଦ୍ରକ : ସଟସର୍କିଟରୁ ଲାଗିଲା ନିଆଁ । ଜଳିଗଲା ଗୋଟିଏ ପରିବାରର ୪ ବଖରା ଘର । ଭଦ୍ରକ ଜିଲ୍ଲା ଧୂଷୁରୀ ପଞ୍ଚାୟତର ନରସିଂହପୁର ଗାଁରେ ଅଗ୍ନିକାଣ୍ଡ ଘଟିଛି । ମାନସ ପାତ୍ରଙ୍କ ଘରେ ନିଆଁ ଲାଗି ଛାରଖାର ହୋଇଛି । ସମସ୍ତ ଆସବାବପତ୍ର ଜଳିଯାଇଛି। ଅଗ୍ନିଶମବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ ।
Views: 52











