The Ultimate Managed Hosting Platform
ADVERTISEMENT

Fire breaks out at jharsuguda railway station : ଝାରସୁଗୁଡା ଷ୍ଟେସନରେ ଅଗ୍ନିକାଣ୍ଡ

Facebook
Twitter
LinkedIn

ଝାରସୁଗୁଡା : ଝାରସୁଗୁଡା ରେଲୱେ ଷ୍ଟେସନରେ ଅଗ୍ନିକାଣ୍ଡ । ଏସିରୁ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା ଅନୁମାନ । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି ଅଗ୍ନିଶମ ବାହିନୀ । ସମସ୍ତ ଯାତ୍ରୀ ସୁରକ୍ଷିତ । ୧ ନଂ ପ୍ଲାଟଫର୍ମ ଯିବାକୁ ଯାତ୍ରୀଙ୍କୁ ବାରଣ । ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ । ଅଟକି ରହିଛି ଇସ୍ପାତ ଏକ୍ସପ୍ରେସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login