The Ultimate Managed Hosting Platform
ADVERTISEMENT

FCI ବଳକା ଚାଉଳ ଉଠାଉନଥିବା ନେଇ ସଂସଦରେ ପ୍ରସଙ୍ଗ ଉଠାଇଲା ବିଜେଡି

Facebook
Twitter
LinkedIn

ନୂଆଦିଲ୍ଲୀ : ବିଜେଡି ସାଂସଦ ସଂସଦରେ ଉଠାଇଲେ ଉଷୁନା ଚାଉଳ ପ୍ରସଙ୍ଗ। ଶୂନ୍ୟକାଳରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଡ. ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ପ୍ରଶାନ୍ତ ନନ୍ଦ ଏହି ପ୍ରସଙ୍ଗ ଉଠାଇଛନ୍ତି । ରାଜ୍ୟର ବଳକା ହେଉଥିବା ଉଷୁନା ଚାଉଳକୁ ଉଦ୍ଦେଶ୍ୟମୂଳକ ଭାବେ ଉଠାଯାଉନାହିଁ ବୋଲି ଏଫସିଆଇ ବିରୋଧରେ ସଂସଦରେ ଅଭିଯୋଗ କଲେ ବିଜେଡି ସାଂସଦ । ୠଉଓର ଏହି ଭୁଲ୍ ଯୋଗୁଁ ରାଜ୍ୟର ବହୁ ଚାଷୀ ପ୍ରଭାବିତ ହେଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ଉଷୁନା ଚାଉଳ ଉଠାଇବାକୁ ଦାବି କରିଛନ୍ତି ବିଜେଡି ସାଂସଦ। ୧୦ଲକ୍ଷ ମେଟ୍ରିକ୍ ଟନ୍ ବଳକା ଉଷୁନା ଚାଉଳ ଉଠାଉ ନାହାଁନ୍ତି ଏବଂ ୭ ହଜାର କୋଟି ଟଙ୍କା ବକେୟା ରହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login