The Ultimate Managed Hosting Platform
ADVERTISEMENT

Engineers in the vigilance net again : ୨ ଲାଞ୍ଚୁଆ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ

Facebook
Twitter
LinkedIn

ବାରିପଦା : ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ । ବିଲ ପାସ କରାଇବାକୁ ନେଉଥିଲେ ଲାଞ୍ଚ । ୬୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ୨ ଯନ୍ତ୍ରୀ ଗିରଫ । ଉଦଳା ଉଠା ଜଳସେଚନ ବିଭାଗର ୨ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ । ଏସଡିଓ ହରେକୃଷ୍ଣ ସିଂହ ଓ ଜେଇ ସୁବ୍ରତ ମହାନ୍ତି ଗିରଫ ହୋଇଛନ୍ତି । ୪୨ ଲକ୍ଷର ବିଲ ପାସ କରାଇବା ପାଇଁ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login