The Ultimate Managed Hosting Platform
ADVERTISEMENT

Elephant kills old woman : ମହିଳାଙ୍କୁ ଦଳିଦେଲା ଦନ୍ତା

Facebook
Twitter
LinkedIn

ଅନୁଗୁଳ : ମହିଳାଙ୍କୁ ଦଳି ମାରିଦେଲା ଦନ୍ତାହାତୀ । ବନ୍ତଳା ଶଙ୍ଖପୁରରେ ଶୈାଚ ହେବାକୁ ଯାଇଥିବା ବେଳେ ଦନ୍ତାର ଆକ୍ରମଣ । ଗତ ମାସକ ମଧ୍ୟରେ ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହେଲାଣି । ସୂଚନା ମୁତାବକ, ଅନୁଗୁଳ ବନାଞ୍ଚଳ କରତପଟା ସେକ୍ସନ ଶଙ୍ଖପୁର ଗାଁର ଇଛା ଦେହୁରୀ (୭୨)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି। ଆଜି ସକାଳୁ ସେ ଘର ପଛ ପାର୍ଶ୍ୱକୁ ଶୌଚ ହେବାକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ଟାଣି ନେଇ ଦଳି ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login