The Ultimate Managed Hosting Platform
ADVERTISEMENT

ରାଜ୍ୟରେ ବଢ଼ୁଛି ହାତୀ ମୃତ୍ୟୁ; ୫ବର୍ଷରେ ୪୦୬ ଛୁଇଁଛି ସଂଖ୍ୟା

Facebook
Twitter
LinkedIn

ଭୁବନେଶ୍ୱର: ରାଜ୍ୟରେ ଥମୁନି ହାତୀ ମୃତ୍ୟୁ ସଂଖ୍ୟା । ଗତ ୫ ବର୍ଷ ମଧ୍ୟରେ ୪୦୬ ହାତୀ ମୃତ୍ୟୁବରଣ କରିଥିବା ନେଇ ମିଳିଛି ସୂଚନା । ତେବେ ଏହାର ମୁଖ୍ୟ କାରଣ ହେଲା କେତେକ ହାତୀ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବେଳେ, ଆଉ କେତେକ ବିଦ୍ୟୁତ ଆଘାତରେ । ତେବେ ଟ୍ରେନ ଧକ୍କାରେ ସର୍ବାଧିକ ହାତୀ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।

ବିଗତ ୫ବର୍ଷରେ ୧୬୨ ହାତୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ, ସଡ଼କ ଦୁର୍ଘଟଣାରେ ୪ଟି, ବିଦ୍ୟୁତ ଆଘାତରେ ୫୪ଟି, ଶିକାରୀ ମାନଙ୍କ ଦ୍ୱାରା ୧୧ଟି ଏବଂ ଅନ୍ୟାନ୍ୟ କାରଣରୁ ୯୦ ହାତୀଙ୍କର ମୃତ୍ୟୁବରଣ ହୋଇସାରିଛି । ଏନେଇ ଆଜି ବିଧାନସଭାରେ ଉତ୍ତର ଦେଇଛନ୍ତି ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login