The Ultimate Managed Hosting Platform
ADVERTISEMENT

Elephant Attack : ୩ ଯୁବକଙ୍କୁ ଦଳି ମାରିଦେଲା ଦନ୍ତା

Facebook
Twitter
LinkedIn

ବାରିପଦା : ୩ ଯୁବକଙ୍କୁ ଦଳି ମାରିଦେଲା ଦନ୍ତା । ସକାଳେ ୨ ଜଣଙ୍କୁ , ଦ୍ୱିପ୍ରହରରେ ଜଣଙ୍କୁ ଦଳି ମାରିଦେଲା । କରଞ୍ଜିଆ ବନଖଣ୍ଡ ସୀମାନ୍ତ ଝାଡଖଣ୍ଡ ବେନିସାଗରରେ ଦନ୍ତା ଆତଙ୍କ । ହାତୀକୁ ଦେଖିବା ପାଇଁ ଈବଙ୍ଗ ବେଳେ ୩ ଯୁବକ ଆକ୍ରମଣର ଶିକାର ହୋଇଛନ୍ତି । ସୂଚନାଯୋଗ୍ୟ, ଗୋଠ ଛଡ଼ା ହାତୀଟି ଏକ ସପ୍ତାହ ଧରି ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେ ଏହି ଭଳି ଆକ୍ରମଣ କରି ୨୧ଜଣଙ୍କ ଜୀବନ ନେଇଥିବା ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁ ଥିବା ଘଟଣାକୁ ନେଇ ଝାଡ଼ଖଣ୍ଡ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ଦନ୍ତା ହାତୀଙ୍କୁ ଟ୍ରାଙ୍କୁଲାଇଜ କରିବା ପାଇଁ ପ୍ରଶାସନ ନିର୍ଦେଶ ଦେଇଥିବା ବିଶେଷ ସୂତ୍ର ଖବର ମିଳିଥିଲେ ମଧ୍ୟ୍ୟ ଝାଡ଼ଖଣ୍ଡ ବନ ବିଭାଗ ହାତୀର ଗତିବିଧିକୁ ଲକ୍ଷ୍ୟ କରି ଏଥିପାଇଁ ସଜାଗ ରହିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login