The Ultimate Managed Hosting Platform
ADVERTISEMENT

Election : ପଞ୍ଚାୟତ ଓ ପୈାର ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ

Facebook
Twitter
LinkedIn

ଭୁବନେଶ୍ୱର : ଆଗାମୀ ପଞ୍ଚାୟତ ଓ ପୈାର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ । ସମ୍ବଲପୁରରେ ଡିଭିଜନାଲ ଜିଲ୍ଲାପାଳ ସମ୍ମିଳନୀ । ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ବୈଠକ । ଉତ୍ତରାଞ୍ଚଳ ଆରଡିସି ଅଫିସରେ ବସିଛି ବୈଠକ । ପଞ୍ଚାୟତ ଓ ପୈାର ନିର୍ବାଚନ ପାଇଁ ଇଲେକ୍ଟୋରାଲ ରୋଲ ପ୍ରସ୍ତୁତି ଆଲୋଚନା । ବୈଠକରେ ଉତ୍ତରାଞ୍ଚଳ ରେଞ୍ଜ ଅନ୍ତର୍ଗତ ୧୨ ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ । ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ମଧ୍ୟ ବୈଠକରେ ଉପସ୍ଥିତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login