The Ultimate Managed Hosting Platform
ADVERTISEMENT

ECIଙ୍କ ଦୃଷ୍ଟି ଆକର୍ଷଣ କଲେ ନବୀନ

Facebook
Twitter
LinkedIn

ଭୁବନେଶ୍ୱର : ନୂଆପଡା ଉପନିର୍ବାଚନରେ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ । ଏ ନେଇ ଇସିଆଇଙ୍କ ଦୃଷ୍ଟି ଆକର୍ଷଣ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୪୮ ଘଣ୍ଟାର ନୀରବତା ଅବଧିକୁ କଡା ଭାବେ କାର୍ଯ୍ୟକାରୀ କରିବାକୁ ଦାବି । ନୂଆପଡା ବାହାରର ବିଜେପି ନେତା ଓ ମନ୍ତ୍ରୀ ମାନେ ଏବେ ବି ଘୁରି ବୁଲୁଛନ୍ତି । ବିଜେଡି କର୍ମୀ ବିରୋଧ କରିବାରୁ ଥାନାରେ ଅଟକ ରଖାଯାଉଛି । ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ ପକ୍ଷପାତି ଭାବେ କାର୍ଯ୍ୟ କରୁଛି । ନିର୍ବାଚନର ବିଶ୍ୱସନୀୟତା ବଜାୟ ପାଇଁ ଆପଣ ପଦକ୍ଷେପ ନିଅନ୍ତୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login