The Ultimate Managed Hosting Platform
ADVERTISEMENT

Disabled girl gang-raped : ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ ; ୩ ଅଟକ

Facebook
Twitter
LinkedIn

ଗୁଣୁପୁର : ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଛି । ରାୟଗଡା ଜିଲ୍ଲା ଗୁଡାରି ଥାନାଞ୍ଚଳରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ ।କପା ତୋଳିବାକୁ ଯାଇଥିଲା ବେଳେ ଗଣଦୁଷ୍କର୍ମ ଅଭିଯୋଗ । ରକୁ ଫେରିବା ସମୟରେ ତିନିଜଣ ଯୁବକ ଉଠାଇ ନେଇ ନିକଟସ୍ଥ କାଜୁ ତୋଟାରେ ଦୁସ୍କର୍ମ କରିଥିବା ନେଇ ପିଡିତାଙ୍କ ମା ଗୁଡ଼ାରି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଗୁଡ଼ାରି ପୋଲିସ ତଦନ୍ତ କରି ୩ ଜଣ ଯୁବକକୁ ଅଟକ ରଖି ପଚରା ଉଚରା ଜାରି ରଖିଛି। ଘଟଣାକୁ ନେଇ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login