The Ultimate Managed Hosting Platform
ADVERTISEMENT

DIG ବ୍ରିଜେଶ ରାୟଙ୍କ ବଦଳି

Facebook
Twitter
LinkedIn

ଭୁବନେଶ୍ବର: ପୋଲିସ ମୁଖ୍ୟାଳୟକୁ ବଦଳି ହେଲେ ହୋମଗାର୍ଡ DIG ବ୍ରିଜେଶ ରାୟ । DIG ଙ୍କ ଘରେ କାର୍ୟ୍ୟରତ ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ରେଳ ଧାରଣାକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳା ହୋମଗାର୍ଡ । ଗୁରୁତର ମହିଳା ହୋମଗାର୍ଡ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣା ପଦାକୁ ଆସିବା ପରେ ସରକାରଙ୍କ କାର୍ୟ୍ୟାନୁଷ୍ଠାନ ନେଇଛନ୍ତି । ବ୍ରିଜେଶଙ୍କୁ ଆଜି ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login