The Ultimate Managed Hosting Platform
ADVERTISEMENT

Death sentence for rapist of minor girl : ନାବାଳିକା ଦୁଷ୍କର୍ମୀକୁ ମୃତ୍ୟୁ ଦଣ୍ଡାଦେଶ

Facebook
Twitter
LinkedIn

ପଦ୍ମପୁର : ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ମୃତ୍ୟୁ ଦଣ୍ଡାଦେଶ । ଦୋଷୀ ପ୍ରଶାନ୍ତ ବାଗକୁ ମୃତ୍ୟୁ ଦଣ୍ଡାଦେଶ ଦେଲେ ବରଗଡ ପୋକ୍ସୋ କୋର୍ଟ । ୩୭ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ମୃତ୍ୟୁ ଦଣ୍ଡାଦେଶ । ୨୦୨୪ରେ ପାଇକମାଳ ଥାନା ଅଞ୍ଚଳ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦଣ୍ଡାଦେଶ । ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟାକୁ ନେଇ ମୃତ୍ୟୁ ଦଣ୍ଡାଦେଶ । ପୀଡିତାଙ୍କ ପରିବାରକୁ ୧୫ ଲକ୍ଷ ସହାୟତା ଦେବାକୁ ନିଦେ୍ର୍ଦଶ । ଉତ୍ତରାଞ୍ଚଳ ଆଇଜିଙ୍କ ନିଦେ୍ର୍ଦଶରେ ତଦନ୍ତର ତଦାରଖ କରୁଥିଲେ ଏସପି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login