The Ultimate Managed Hosting Platform
ADVERTISEMENT

ପୋଲିସର ଲାଠି ମାଡ଼କୁ ବିଜେପିି କର୍ମୀଙ୍କ ଢ଼େଲାମାଡ଼

ପୋଲିସର ଲାଠି ମାଡ଼କୁ ବିଜେପିି କର୍ମୀଙ୍କ ଢ଼େଲାମାଡ଼
Facebook
Twitter
LinkedIn

ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦାବିରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆୟୋଜିତ ହୋଇଛି ଏକ ବିଶାଳ ସମାବେଶ । ମମିତା ମେହେର ହତ୍ୟା ମାମଲାର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କୁ ବହିସ୍କାର ଦାବି କରି ଏହି ରାଲି କରିଛି । ଏଥିରେ ଶହ ଶହ ସଂଖ୍ୟାରେ ବିଜେପି କର୍ମୀ ବିଧାନସଭା ଘେରାଉ କରିବାକୁ ଲୋୟର ପିଏମ୍‌ଜି ଠାରେ ଏକାଠି ହୋଇଥିଲେ । ରାଲି କରି କର୍ମୀମାନେ ପ୍ରବେଶ କରିବା ବେଳେ ପୋଲିସ ଓ ବିଜେପି କର୍ମୀଙ୍କ ସହ ଧସ୍ତା ଧସ୍ତି ହୋଇଥିଲା ।

ପୋଲିସ୍ ବ୍ୟାରିକେଡ୍ କରି ଅଟକାଇବାକୁ ଚେଷ୍ଟା କରିଥିବା ସମୟରେ ପୋଲିସ୍ ଓ ବିଜେପି କର୍ମୀଙ୍କ ମଧ୍ୟରେ ଠେଲାପେଲା ହୋଇ ପ୍ରଥମ ବ୍ୟାରିକେଡ୍ ଭାଙ୍ଗି ଦ୍ୱିତୀୟ ବ୍ୟାରିକେଡ୍ ପାଖରେ ଯାଇ ଧାରଣାରେ ବସିଥିଲେ ବିଜେପି କର୍ମିୀ ।ଉପସ୍ଥିତ ବିଜେପି କର୍ମୀଙ୍କୁ ଲାଠି ମାଡ଼ ସହ ଗିରଫ କରିବାକୁ ଚେଷ୍ଟା କରିବା ବେଳେ ପୋଲିସ୍ ସହ ପ୍ରବଳ ଧସ୍ତା ଧସ୍ତି ହୋଇଥିଲା । ତେବେ ଉତ୍ୟକ୍ତ ବିଜେପି କର୍ମୀ ପୋଲିସ୍ ବସ୍‌କୁ ଭଙ୍ଗାରୁଜା କରିବା ସହ ପୋଲିସ୍ ଉପରକୁ ଢ଼େଲାମାଡ଼ ମଧ୍ୟ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login