The Ultimate Managed Hosting Platform
ADVERTISEMENT

ମାରଣାସ୍ତ୍ର ଦେଖାଇ ସାମ୍ବାଦିକଙ୍କୁ ଲୁଟିଲେ ଦୁର୍ବୃତ୍ତ

Facebook
Twitter
LinkedIn

ଭୁବନେଶ୍ୱର: ମାରଣାସ୍ତ୍ର ଦେଖାଇ ସାମ୍ବାଦିକଙ୍କୁ ଲୁଟିଲେ ଦୁର୍ବୃତ୍ତ । ଏପରି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର ସ୍ଥିତ ନୟାପଲି ଅଞ୍ଚଳରେ । ନୟାପଲ୍ଲି ଥାନା ଠାରୁ ମାତ୍ର ୧୦୦ ମିଟର ଦୂରରେ ସାମ୍ବାଦିକଙ୍କ ବେକରେ ମାରଣାସ୍ତ ଲଗାଇ ତାଙ୍କ ଠାରୁ ୨ଟି ମୋବାଇଲ୍‌ ଓ ସୁନା ମୁଦି ଲୁଟି ନେଲେ ଦୁର୍ବୃତ୍ତ ।


ସୂଚନାନୁଯାୟୀ, ଏକ ନିଦ୍ଧିଷ୍ଟ ଗଣମାଧ୍ୟମ ପ୍ରତିନିଧି ସୌମ୍ୟ ରଞ୍ଜନ ସେଠୀ ଡ୍ୟୁଟି ସାରି ରାତି ୧୧ ଟା ବେଳେ ଘରକୁ ଫେରୁଥିବା ସମୟରେ ନୟାପଲ୍ଲି ସ୍ଥିତ ଜାତୀୟ ରାଜପଥ କଡ଼ରେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇଥିଲେ । ମାରଣାସ୍ତ୍ର ଦେଖାଇ ତାଙ୍କ ଠାରୁ ୨ଟି ମୋବାଲ ଛଡ଼ାଇ ନେବା ପରେ, ହାତରୁ ମୁଦି କାଢ଼ିବାକୁ କହିଥିଲେ । ସୌମ୍ୟ ହାତରୁ ମୁଦି ନ କାଢ଼ିବାରୁ ତାଙ୍କ ଆଙ୍ଗୁଠିକୁ କାଟି ସେମାନେ ତାଙ୍କ ଠାରୁ ମୁଦିଟିକୁ ନେଇ ସେଠାରୁ ଚମ୍ପଟ ମାରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ଅହଞ୍ଚିଥିଲା । ଏ ନେଇ ନୟାପଲ୍ଲି ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login