ଭୁବନେଶ୍ୱର : ଦୁର୍ଘଟଣା ରୋକିବାକୁ 4’E’ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ । ପ୍ରଥମ E – ଏଡୁକେସନ ବା ସଠିକ ସୂଚନା ଓ ସଚେତନତା ସୃଷ୍ଟି କରିବା । ଦ୍ୱିତୀୟ E – ଏନଫୋର୍ସମେଣ୍ଟ ବା ଟ୍ରାଫିକ ନିୟମ ଲାଗୁ କରିବା । ତୃତୀୟ E – ଇଞ୍ଜିନିୟରିଂ ବା ସୁରକ୍ଷିତ ରାସ୍ତା ଓ ପୋଲ ନିର୍ମାଣ କରିବା । ଚତୁର୍ଥ E –ଏମରଜେନ୍ସି ବା ତରୁନ୍ତ ଚିକିତ୍ସା ସେବା ଯୋଗାଇବା । ମୁଁ ଏଥିରେ ଆଉ ଦୁଇଟି ‘E’ ଯୋଡିବାକୁ ଚାହୁଁଛି କହିଲେ ମୁଖ୍ୟମନ୍ତ୍ରୀ । ଏହି ଦୁଇ ‘E’ ହେଉଛି ଏନଭାଇରନମେଣ୍ଟ ଓ ଏନଗେଜମେଣ୍ଟ । ଏସବୁକୁ ଆପଣାଇଲେ ୯୫ ପ୍ରତିଶତ ଦୁର୍ଘଟଣାକୁ ରୋକା ଯାଇପାରିବ । ଆମେ ଚାହୁଁ ନ ଥିଲେ ବି ସଡକ ଦୁର୍ଘଟଣାରେ ସାରା ବିଶ୍ୱରେ ପ୍ରଥମ ।
Views: 29











