The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଭୁବନେଶ୍ୱରରେ ଡେଲିଭରି ବଏ କାମ କରୁଛନ୍ତି ସେଲିବ୍ରିଟି କପିଲ ଶର୍ମା

Facebook
Twitter
LinkedIn

ଭୁବନେଶ୍ୱର: ଭାରତୀୟ ସିନେ ଜଗତର ଏକ ବହୁ ଚର୍ଚ୍ଚିତ କଳାକାର କପିଲ ଶର୍ମା ଏବେ ରାଜଧାନୀ ଭୁବନେଶ୍ୱରରେ ଡେଲିଭରି ବଏ ଭାବେ କାମ କରୁଛନ୍ତି । ଆଜ୍ଞା ହଁ ନିର୍ଦ୍ଦେଶିକ ନନ୍ଦିତା ଦାସଙ୍କ ଆଗାମୀ ଫିଲ୍ମର ସୁଟିଂ ଭୁବନେଶ୍ୱରରେ ହେଉଥିବା ବେଳେ, ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ବଲିଓଡ଼ର ଜଣେ ନାମିଦାମୀ ସେଲିବ୍ରିଟି ତଥା କମେଡ଼ି ଷ୍ଟାର କପିଲ ଶର୍ମା । ସେ ଜଣେ ଡେଲିଭରି ବଏ ଚରିତ୍ର ନିଭାଉଥିବା ବେଳେ, ବାଇକ ସହ କାନ୍ଧରେ ଏକ ଡେଲିଭରି ବ୍ୟାଗ ଧରି ଭୁବନେଶ୍ୱରର ଗଳିକନ୍ଦିରେ ବୁଲଉଥିବାର ନଜର ଆସିଛନ୍ତି ।

ତେବେ ଫିଲ୍ମଟି ଓଡ଼ିଆଙ୍କ ଜୀବନ ଶୈଳୀ ଉପରେ ଆଧାରିତ । ତେଣୁ ଏହା ଓଡ଼ିଶରେ ସୁଟିଂ ଚାଲିଥିବା ଜଣାପଡ଼ିଛି । କପିଲଙ୍କ ସହ ତାଙ୍କର ପୁରା ଟିମ୍ ଓଡ଼ିଶାରେ ପହଞ୍ଚି ସୁଟିଂ ଆରମ୍ଭ କରିଛନ୍ତି । ଫିଲ୍ମରେ ଡେଲିଭରି ବଏ ଚରିତ୍ରର ସିନକୁ ରିଆଲିଷ୍ଟିକ୍ କରିବା ପାଇଁ ଭୁବନେଶ୍ୱରର ବିଭିନ୍ନ ରେଷ୍ଟୋରାଣ୍ଟରେ ଏହାର ସୁଟିଂ ଚାଲିଥିବା ଖେିବାକୁ ମଳିଛି । ନନ୍ଦିତା ଦାସଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମର କପିଲଙ୍କ ସହ ହିରୋଇନ୍ ଭୂମିକାରେ ନଜର ଅସିବେ ସାୟନୀ ଗୁପ୍ତା । ସୁଟିଂ ଚାଲିଥିବା ଏହି ଫିଲ୍ମର ଏଯାଏ ଆନୁଷ୍ଠାନିକ ଭାବେ କୌଣସି ଟାଇଟଲ ଦିଆଯାଇ ନଥିବା ବେଳେ, ଏହା ଓଟିଟି ପ୍ଲାଟ ଫର୍ମରେ ରିଲିଜ୍ କରାଯିବାକୁ ଯୋଜନା ଥିବା ସୂଚନା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login