The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ପାଳନ ହେଲାନି ଜିରୋ ନାଇଟ୍‌; ବିନା ଉତ୍ସବରେ ଆସିଲା ନିଆ ବର୍ଷ

Facebook
Twitter
LinkedIn

ଭୁବନେଶ୍ୱର: ନୁଆବର୍ଷ ଆସିଲେ ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥାଏ । ବହୁ ମଉଜ ମଜଲିସରେ ସମସ୍ତେ ପାଳନ କରିଥାନ୍ତି ଏହି ନୂଆବର୍ଷର ପ୍ରଥମ ଦିନକୁ । ପୁରୁଣା ବର୍ଷର ଶେଷ ରାତ୍ରିକୁ ଜିରୋ ନାଇଟ୍ ଭାବରେ ସମସ୍ତେ ବହୁ ଆଡ଼ମ୍ବରରେ ମଧ୍ୟ ମନାଇଥାନ୍ତି । ହେଲେ କରୋନା ମହାମାରୀର ଗାଇଡଲାଇନ୍ ପାଇଁ ନା ଅଛି ଜିରୋ ନାଇଟ୍ ସେଲିବ୍ରେସନ, ନା ଅଛି ବାର୍ ପାର୍ଟି, ନା ଅଛି ପିକ୍‌ନିକ୍ ପାର୍ଟି, ନା ମନ୍ଦିରରେ ଗହଳି ଚହଳି । ବର୍ଷର ପ୍ରଥମ ଦିନକୁ ଲୋକେ ମନ୍ଦିର ଯାଇ ବର୍ଷର ଶୁଭ ମନାସିଥାନ୍ତି । ହେଲେ ଏଥର ତାହା ମଧ୍ୟ ହୋଇପାରିଲାନି ।

ମହାମାରୀ କରୋନା ଦେଶରୁ ହଟି ନଥିବା ବେଳେ, ପୁଣି ନୁଆ ଭାରିଆଣ୍ଟ ଓମିକ୍ରନ୍ ନୂଆ ବର୍ଷ ପାଳନର ସମସ୍ତ ପ୍ଲାନିଂ ଭଣ୍ଡୋର କରିଦେଲା । କରୋନାର କୁ ପ୍ରଭାବକୁ ନଜରରେ ରଖି ରାଜ୍ୟ ସରକାର ନୂଆ ବର୍ଷ ପାଳନ ଉପରେ କଟକଣା ଲଗାଇଛନ୍ତି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ବଣ ଭୋଜି ଉପରୋ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଥିବା ବେଳେ ଏକାଠି ଗହଳି ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଣସି ସ୍ଥାନରେ ଅଧିକ ଗହଳି ହେଲେ କଡ଼ା Kû~ðýûନୁଷ୍ଠାନ ଗ୍ରହଣ କରାଯିବ । ପାର୍କ, କ୍ଲବ, ବେଳାଭୂମି ଓ ପର‌୍ୟ୍ୟଟନସ୍ଥଳୀରେ ଭୋଜିଭାତ ବନ୍ଦ ସହ ହୋଟେଲ ଓ ଅନ୍ୟ ପ୍ରତିଷ୍ଠାନରେ ସାଂସ୍କୃତିକ Kû~ðýକ୍ରମକୁ ମନା କରାଯାଇଛି । ବାର୍ ଓ ହୋଟେଲଗୁଡିକ ଉପରେ କଡ଼ା ନଜର ରଖାଯାଇଛି । ଗହଳିକୁ ଦୃଷ୍ଟିରେ ରଖି  ଧର୍ମାନୁଷ୍ଠାନ ଗୁଡ଼ିକ ଭକ୍ତଙ୍କ ପାଇଁ ବନ୍ଦ ରହିଛି । ଶ୍ରୀମନ୍ଦିରକୁ ଆସନ୍ତା ୨ତାରିଖ ପ~ðýନ୍ତ ବନ୍ଦ ରଖାଯାଇଛି । ଭୁବନେଶ୍ୱରର ବିଭିନ୍ନ ଧର୍ମାନୁଷ୍ଠାନରେ ମଧ୍ୟ କଟକଣା ଜାରି ହୋଇଛି । ନନ୍ଦନକାନନ, ମ୍ୟୁଜିୟମ ମଧ୍ୟ ପ~ðýଟକଙ୍କ ପାଇଁ ବନ୍ଦ ରହିଛି ।

ଏନେଇ ବିଭିନ୍ନ ସ୍ଥାନରେ ରାତି ସମୟରେ ଚଢାଉ କରିଛି ସ୍ପେଶାଲ୍ ଟିମ୍ । ଭୁବନେଶ୍ୱରରେ ବିଏମସି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ହୋଇଛି । ଗାଇଡଲାଇନକୁ କଡାକଡି Kû~ðýକାରୀ କରିବାକୁ ବିଏମସି ପକ୍ଷରୁ ୧୩ଟି ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ ହୋଇଛି । ସ୍କ୍ୱାର୍ଡରେ ବିଏମସି, କମିଶନରେଟ୍ ପୋଲିସ ଓ ଅବକାରୀ ବିଭାଗ ଅଧିକାରୀ ସାମିଲ ହୋଇଛନ୍ତି । ଅମାନିଆଙ୍କ ବିରେଧରେ ଦୃଢ କା Kû~ðýûନୁଷ୍ଠାନ ସହିତ ଫାଇନ୍ ଆଦାୟ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login