The Ultimate Managed Hosting Platform
ADVERTISEMENT

Brother killed his cousin : ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା !

Facebook
Twitter
LinkedIn

ମୁନିଗୁଡା : ପୂର୍ବ ଶତ୍ରୁତାରୁ ଟାଙ୍ଗିଆରେ ହାଣି ସମ୍ପର୍କୀୟ ଭାଇକୁ ହତ୍ୟା । ଆମ୍ବଦଳା ବଡନାଗଝରି ଗାଁରେ ଦାଦା ପୁଅକୁ ହତ୍ୟା କଲା ବଡ ବାପା ପୁଅ । ଚାଷଜମିକୁ ଯାଉଥିବା ବେଳେ ବୀଭତ୍ସ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ଅଟକ ରଖାଯାଇଛି । ସୂଚନାରୁ ଜଣାପଡ଼ିଛି, ଆଜି ଦିନ ୧୦ଟା ବେଳେ ବଡନୁନା କଚିମ୍ ନିଜ କାନ୍ଦୁଲ ଚାଷ ଦେଖିବାକୁ ଯାଉଥିବା ବେଳେ ଉକ୍ତ ଗ୍ରାମର ବିଶ୍ବମ୍ବର କଚିମ ଏକ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଥିଲେ । ଅମ୍ବାଦଳା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟା କରିଥିବା ବିଶ୍ବମ୍ବରକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login