The Ultimate Managed Hosting Platform
ADVERTISEMENT

BNS 163 in front of Marsaghai police station : ମାର୍ଶାଘାଇ ଥାନା ଆଗରେ BNS ୧୬୩

Facebook
Twitter
LinkedIn

କେନ୍ଦ୍ରାପଡା : ମାର୍ଶାଘାଇ ଥାନା ଘେରିଲେ ଶତାଧିକ ମହିଳା ଓ ଅଞ୍ଚଳବାସୀ । ଗିରଫ ଆନେ୍ଦାଳନକାରୀଙ୍କୁ ଛାଡିବା ଦାବିରେ ମାର୍ଶାଘାଇ ଥାନା ଘେରାଉ । ମାର୍ଶାଘାଇ ଥାନା ଆଗରେ ବିକ୍ଷୋଭ ଓ ପୋଲିସ ସହ ଧସ୍ତାଧସ୍ତି । ଉତ୍ତେଜନାକୁ ଦୃଷ୍ଟିରେ ରଖି ୩ ପ୍ଲାଟୁନ ପୋଲିସ ମୁତୟନ । ମାର୍ଶାଘାଇ ଥାନା ସମ୍ମୁଖରେ ବିଏନଏସ ୧୬୩ ଧାରା ଲାଗୁ ହୋଇଛି । ମଙ୍ଗଳା ଛକରେ ଅଣ୍ଡରପାସ ଦାବିରେ ଆନେ୍ଦାଳନ ଚଳାଇଛନ୍ତି ଅଞ୍ଚଳବାସୀ । ୨ ଦିନ ଧାରଣା ଦେବା ପରେ କାଲି ରାସ୍ତା ଅବରୋଧ କରିଥିଲେ । ପୋଲିସ ୬ ଆନେ୍ଦାଳନକାରୀଙ୍କୁ ଉଠାଇ ଆଣିବା ପରେ ଉତ୍ତେଜନା ଦେଖାଦେଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login