ଭୁବନେଶ୍ୱର : ଭୁବନେଶ୍ୱର ପ୍ରଦୂଷଣ ରୋକିବାକୁ ବିଏମସି ପକ୍ଷରୁ କଟକଣା ଜାରି । ହୋଟେଲ ଢାବାରେ କାଠ ଓ କୋଇଲା ଜାଳିବା ସମ୍ପୁର୍ଣ୍ଣ ବାରଣ । ଡିପୋ ଓ ଷ୍ଟାଣ୍ଡରେ ନିୟମିତ ବସ ଧୋଇବାକୁ କ୍ରୁଟକୁ ନିଦେ୍ର୍ଦଶ । ଖୋଲା ସ୍ଥାନରେ ଆବର୍ଜନା ଜାଳିଲେ ୫ ହଜାର ଫାଇନ । ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ସ୍ୱଚ୍ଛ ଜାଳେଣି ବ୍ୟବହାର ପରାମର୍ଶ । ଧୂଳି ଉଡୁଥିବା ସ୍ଥାନରେ ପାଣି ସିଞ୍ଚନ ପାଇଁ ବିଏମସିର ନିଦେ୍ର୍ଦଶ । ତଦାରଖ ପାଇଁ ସବୁ ଜୋନାଲ କମିଶନର, କ୍ରୁଟ ଓ ଇଡକୋ ଏମଡିଙ୍କୁ ଚିଠି ।
Views: 77











